Advertisment

ଆହୁରି ତେଜିଲା ଓଲିଉଡ୍ ସିନେ ଇଣ୍ଡଷ୍ଟ୍ରି କଳି

ଅଭିନେତା ମନୋଜ ମିଶ୍ର କହିଛନ୍ତି ସିନେମା ଆମ ଓଡ଼ିଶାର ଅସ୍ମିତା, ଯିଏ ସିନେମାର ଶତ୍ରୁ- ସେ ମୋର ବି ଶତ୍ରୁ ।

Advertisment

ଆହୁରି ତେଜିଲା ଓଲିଉଡ୍ ସିନେ ଇଣ୍ଡଷ୍ଟ୍ରି କଳି । ଗତକାଲି ସାଇବର ଥାନାରେ ତାଙ୍କ ବିରୋଧରେ ଏତଲାକୁ ନେଇ ଆଜି ନିର୍ମାତା ଓ ନିର୍ଦ୍ଦେଶକ ସଂଘ ଉପରେ ବର୍ଷିଛନ୍ତି ଅଭିନେତା ମନୋଜ ମିଶ୍ର । କହିଛନ୍ତି ସିନେମା ଆମ ଓଡ଼ିଶାର ଅସ୍ମିତା, ଯିଏ ସିନେମାର ଶତ୍ରୁ- ସେ ମୋର ବି ଶତ୍ରୁ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ