By: Pallipuspa Samal
Last updated: 03 June 2024, 02:12 PM IST
ବାଜା ବାଜୁଛି , ବାଣ ଫୁଟୁଛି, ନାଚ ଗୀତ ସହ ଚାଲିଛି ସେଲିବ୍ରେସନ । ଆପଣ ଭାବୁଥିବେ ବାହାଘର ଶୋଭାଯାତ୍ରା ହୋଇଥିବ । କିନ୍ତୁ ନା...ଏ ବାହାଘର ନୁହେଁ ବରଂ ଜଣେ ଝିଅର ସଫଳତାରେ ପରିବାର ଓ ଗ୍ରାମବାସୀଙ୍କ ସେଲିବ୍ରେସନ ।