Advertisment

UPSC Results: ସିଭିଲ୍ ସର୍ଭିସ ଟପ୍ ଟୁରେ ଦୁଇ ମହିଳା

ସିଭିଲ୍ ସର୍ଭିସ ଟପ୍ ଟୁରେ ଦୁଇ ମହିଳା । ଶକ୍ତି ଦୁବେ ଟପ୍ପର, ଦ୍ବିତୀୟରେ ହର୍ଷିତା ଗୋଏଲ । ଆହ୍ଲାବାଦ୍ ବିଶ୍ବବିଦ୍ୟାଳୟରୁ BSC, ବନାରସ ହିନ୍ଦୁ ୟୁନିଭରସିଟିରୁ ପିଜି ପରେ ସିଭିଲ ସର୍ଭିସ ପାଇଁ ୭ ବର୍ଷର ସଂଘର୍ଷ।

Advertisment

ପ୍ରକାଶ ପାଇଲା UPSC ସିଭିଲ୍ ସର୍ଭିସ୍ ଏଗଜାମ୍ ରେଜଲ୍ଟ। ଦେଶରେ ଟପ୍ପର ହୋଇଛନ୍ତି ଉତ୍ତର ପ୍ରଦେଶ ପ୍ରୟାଗରାଜର ଶକ୍ତି ଦୁବେ। ଦ୍ବିତୀୟରେ ହର୍ଷିତା ଗୋୟଲ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି ଡୋଙ୍ଗରେ ଅର୍ଚିତ ପରାଗ। ୪୮ତମ ସ୍ଥାନରେ ରହି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ରିତିକା ରଥ। ଓଟିଭିକୁ କହିଛନ୍ତି ସିଭିଲ ସର୍ଭିସ ପଛରେ ତାଙ୍କ ସଂଘର୍ଷର କାହାଣୀ। ରାଜ୍ୟରେ ରିତିକାଙ୍କ ସହ ଆହୁରି ୧୭ରୁ ୧୮ ଜଣ ସଫଳତା ପାଇଛନ୍ତି ।

Advertisment
India UPSC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ