Advertisment

ଡ୍ରେସ୍‌ ପଛରେ ଦେବ । ଆଗେ ଭିତ୍ତିଭୂମି ଦିଅ । ଏ ସ୍କୁଲରେ କିଛି ନାହିଁ ।

ଏମିତି ସ୍ଥିତିରେ ପିଲାଏ କହୁଛନ୍ତି ଡ୍ରେସ୍‌ ଦରକାର ନାହିଁ, ଭିତ୍ତିଭୂମି ଦିଅ ।

Advertisment

ଡ୍ରେସ୍‌ ପଛରେ ଦେବ । ଆଗେ ଭିତ୍ତିଭୂମି ଦିଅ । ଏ ସ୍କୁଲରେ କିଛି ନାହିଁ । ପିଲାଙ୍କ ଲାଗି ପାଇଖାନା ନାହିଁ କି ପାଣିର ବ୍ୟବସ୍ଥା ନାହିଁ । କେତେବେଳେ ଲାଇନ୍‌ ଆସୁଛି ତ ଆଉ କେତେବେଳେ ସିଏ ବି ନାହିଁ । ପାଠ ପଢା ବେଳେ ଛାତରୁ ଖସୁଛି ସ୍ଲାବ୍‌ । ଏମିତି ସ୍ଥିତିରେ ପିଲାଏ କହୁଛନ୍ତି ଡ୍ରେସ୍‌ ଦରକାର ନାହିଁ, ଭିତ୍ତିଭୂମି ଦିଅ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ