Advertisment

ବାପା ଦିନ ମଜୁରିଆ, ପୁଅ କଲେ ରେକର୍ଡ

ପୁଅ ଯୁକ୍ତ ଦୁଇରେ ୯୫.୫ ପ୍ରତିଶତ ମାର୍କ ରଖି ପାସ କରିଛନ୍ତି । ଗଞ୍ଜାମ ଜିଲ୍ଲା ବେଗୁନିଆ ପଡ଼ା ବ୍ଲକ୍‌ର ସନ୍ତୋଷ ଜେନା ନାମକ ଏହି ଛାତ୍ର ଏବେ ଅନ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।

Advertisment

ଆଜି ପ୍ରକାଶ ପାଇଛି ଯୁକ୍ତ ଦୁଇ ରେଜଲ୍ଟ । ଚଳିତ ଥର ମୋଟ୍ ପାସ୍ ହାର ରହିଛି ୮୨.୭୭ ପ୍ରତିଶତ। କଳାରେ ୮୦.୫୧ ପ୍ରତିଶତ, ବିଜ୍ଞାନରେ ୮୭.୫ ଓ ବାଣିଜ୍ୟରେ ୮୩.୨ ପ୍ରତିଶତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ତେବେ ଗଞ୍ଜାମ ଜିଲ୍ଲା ବେଗୁନିଆ ପଡ଼ା ବ୍ଲକ୍‌ର ଜଣେ ଛାତ୍ର ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ବାପା ଦିନ ମଜୁରିଆ ଶ୍ରମିକ ହେଲେ ...ପୁଅ ଯୁକ୍ତ ଦୁଇରେ ୯୫.୫ ପ୍ରତିଶତ ମାର୍କ ରଖି ପାସ କରିଛନ୍ତି । ଗଞ୍ଜାମ ଜିଲ୍ଲା ବେଗୁନିଆ ପଡ଼ା ବ୍ଲକ୍‌ର ସନ୍ତୋଷ ଜେନା ନାମକ ଏହି ଛାତ୍ର ଏବେ ଅନ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । 

Advertisment
Ganjam Plus Two Result
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ