ଭାଇରାଲ ଧରିବ QR କୋଡ୍
Advertisment
ମାଟ୍ରିକ୍ ପ୍ରଶ୍ନପତ୍ର ଲିକ୍ ରୋକିବ QR କୋଡ୍ ଓ ୱାଟର ମାର୍କ । ଫେବ୍ରୁଆରୀ ୨୧ରୁ ଦଶମ ପରୀକ୍ଷା ଆରମ୍ଭ ହେଉଥିବା ବେଳେ, ଏଥିପାଇଁ କେତେକ ହାଇଫାଇ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିବ ମାଧ୍ୟମିକ ଶିକ୍ଷା ପରିଷଦ । ଆସନ୍ତା ୧୭ରେ ହେବାକୁ ଥିବା ଶିକ୍ଷକ ଯୋଗ୍ୟତା ପରୀକ୍ଷାରେ ଟ୍ରାଏଲ୍ ବେସିସରେ ଏହି ବ୍ୟବସ୍ଥା ଲାଗୁ ସହ, ପ୍ରଶ୍ନପତ୍ର ବାକ୍ସରେ ଡିଜିଟାଲ୍ ତାଲା ପକାଇବାକୁ ନିଷ୍ପତ୍ତି ନେଇଛି ବୋର୍ଡ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us