Advertisment

ଦେଢ଼ ମାସ ହେବ ସ୍କୁଲ ଖୋଲିଲାଣି, ହେଲେ ମାଟ୍ରିକ୍ ପିଲାଙ୍କ ପାଖରେ ଏଯାଏଁ ପହଞ୍ଚି ନାହିଁ ଜୀବ ବିଜ୍ଞାନ ଓ ଭୂଗୋଳ ବହି

ସେଇ କାରଣରୁ ବହି ଆସିବାରେ ଡେରି ହେଉଛି ନା ଅନ୍ୟ କିଛି କାରଣ ଅଛି? ଏହାକୁ ନେଇ ପ୍ରଶ୍ନ ଉଠିଛି। ତେବେ ଏନେଇ ତାଙ୍କ ପାଖରେ କୌଣସି ଖବର ନଥିବା କହିଛନ୍ତି ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ।

Advertisment

ଦେଢ଼ ମାସ ହେବ ସ୍କୁଲ ଖୋଲିଲାଣି। ହେଲେ ମାଟ୍ରିକ୍ ପିଲାଙ୍କ ପାଖରେ ଏଯାଏଁ ପହଞ୍ଚି ନାହିଁ ଜୀବ ବିଜ୍ଞାନ ଓ ଭୂଗୋଳ ବହି। ଫଳରେ ପିଲାଏ ପୁରୁଣା ବହି ପଢିବାକୁ ବାଧ୍ୟ ହେଉଛନ୍ତି। ଏଥର ପୂରା ସିଲାବସ୍ ପଢା ହେବ ବୋଲି ମନ୍ତ୍ରୀ ଘୋଷଣା କରିଥିଲେ ମଧ୍ୟ ବହି ଆସି ନ ଥିବାରୁ ପିଲାଏ ଚିନ୍ତାରେ ପଡିଛନ୍ତି। ଜୀବ ବିଜ୍ଞାନରେ କୋଭିଡ୍ ମହାମାରୀ ଓ ଭୂଗୋଳରେ ଜଳବାୟୁ ପରିବର୍ତ୍ତନ ବିଷୟକୁ ସ୍ଥାନିତ କରାଯିବ ବୋଲି ପୂର୍ବରୁ ସରକାର ସୂଚନା ଦେଇଥିଲେ।

Advertisment
Student Matric
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ