Advertisment

ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା; ହଲକୁ ଦେଢ଼ ଘଣ୍ଟା ଆଗରୁ ଏଣ୍ଟ୍ରି ନେଇ ଅସନ୍ତୁଷ୍ଟ ପିଲା

କେଉଁଠି ଫୁଲ ଚନ୍ଦନ ଦେଇ ସ୍ୱାଗତ.. କେଉଁଠି ମିଠା ଖୁଆଇ ଉତ୍ସାହ ବୃଦ୍ଧି । ଏକାଡେମିକ୍ କ୍ୟାରିୟରର ପ୍ରଥମ ବଡ଼ ପରୀକ୍ଷା । ତେଣୁ ଡର ଯେତିକି, ଉତ୍ସାହ ବି ସେତିକି । ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ ବୋର୍ଡ ପରୀକ୍ଷା ।

ଅଦ୍ୟତନ ହୋଇଛି
Advertisment

ଜୀବନ ଯୁଦ୍ଧର ପ୍ରଥମ ସୋପାନର ପ୍ରଥମ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା । ଆଜିଠୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ମାଟ୍ରିକ୍ ପରୀକ୍ଷା । ଅନେକ କିଛି ନୂଆ ବ୍ୟବସ୍ଥା ହୋଇଛି ଏଥର । ସବୁ ସେଣ୍ଟରେ ସିସିଟିଭି ସର୍ଭିଲାନ୍ସରେ ଥିବା ବେଳେ AI ଧରିଛି ତ୍ରୁଟି । କିନ୍ତୁ ଏସବୁ ଭିତରେ ପରୀକ୍ଷା ଆରମ୍ଭର ଦେଢ଼ ଘଣ୍ଟା ପୂର୍ବରୁ ସେଣ୍ଟରରେ ପହଞ୍ଚିବା ନିୟମ ଭାରି ବୋର୍ କରିଥିବା ପିଲାଏ କହିଛନ୍ତି ।

Advertisment

କେଉଁଠି ଫୁଲ ଚନ୍ଦନ ଦେଇ ସ୍ୱାଗତ.. କେଉଁଠି ମିଠା ଖୁଆଇ ଉତ୍ସାହ ବୃଦ୍ଧି । ଏକାଡେମିକ୍ କ୍ୟାରିୟରର ପ୍ରଥମ ବଡ଼ ପରୀକ୍ଷା । ତେଣୁ ଡର ଯେତିକି, ଉତ୍ସାହ ବି ସେତିକି । ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ ବୋର୍ଡ ପରୀକ୍ଷା । ଖଟା ମିଠା ଅନୁଭୂତି ସହ ରାଜ୍ୟର ୩ ହଜାରରୁ ଅଧିକ ସେଣ୍ଟରରେ ପରୀକ୍ଷା ଦେଇଛନ୍ତି ୫ ଲକ୍ଷରୁ ଅଧିକ ପିଲା । ଏଥର ପରୀକ୍ଷା ହୋଇଛି କିଛିଟା ଅଲଗା ଓ ସର୍ଭିଲାନସ ଯୁକ୍ତ ।

Matric Exams Students
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ