Advertisment

ପୁଅ ମୋର ହୀରା ଖଣ୍ଡେ

ବାପା ଗରିବ ଟ୍ୟାକ୍ସି ବାଲା... ପୁଅ ସ୍ୱପ୍ନ ଦେଖୁଛି ଡାକ୍ତର ହେବ । କାରଣ ଆଜି ଗରିବ ବାପାଙ୍କୁ ଉପହାର ଦେଇଛି ତାଙ୍କ ସୁନା ପୁଅ । ଆଉ ସେହି ଉପହାର ପାଇ ମା’ଙ୍କର ଆଖି ଛଳ ଛଳ । ଅସୀମ ଧୈର୍ଯ୍ୟ ଆଣି ଦେଇଛି ବଡ଼ ସଫଳତା ।

Advertisment
Odisha Matric Exam Results
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: