ସରକାରଙ୍କ ମହଙ୍ଗା ମାଡ଼ରୁ ବାଦ୍ ପଡ଼ିଲାନି ସରକାରୀ ମେଡିକାଲ କଲେଜ ପାଠପଢ଼ା। ବଢ଼ିଲା ମେଡିକାଲ କଲେଜ ଆଡମିଶନ ଫି। ଉଭୟ ଏମବିଏସ୍/ବିଡିଏସ୍ ଓ ସୁପର ସ୍ପେସିଆଲିଟି ପାଠ୍ୟକ୍ରମ ପାଇଁ ଆଡମିଶନ ଫି ବଢ଼ାଇଛନ୍ତି ରାଜ୍ୟ ସରକାର।