Advertisment

IAS Coaching: ପୂରଣ ହେବ ଗରିବ ଆଶାୟୀଙ୍କ IAS ସ୍ବପ୍ନ

ପୂର୍ବ ବିଜେଡି ସରକାର ସମୟରେ ରାଜ୍ୟରେ ଆରମ୍ଭ ହୋଇଥିବା ମାଗଣା UPSC କୋଚିଂ ଲଗାତର ବିଫଳ ହେବାପରେ, ପୁଣିଥରେ ରିସ୍କ୍ ନେବାକୁ ଯାଉଛନ୍ତି ନୂଆ ସରକାର।

Advertisment

ପୂରଣ ହେବ ଗରିବ ଆଶାୟୀଙ୍କ ଆଇଏଏସ୍ ସ୍ବପ୍ନ। ଗତ ସରକାରରେ କୋଟି କୋଟି ଟଙ୍କା ଖର୍ଚ୍ଚରେ ବ୍ୟବସ୍ଥା ବିଫଳ ହେବା ପରେ ରିସ୍କ ନେଇଛନ୍ତି ମୋହନ ସରକାର। ସ୍ବଳ୍ପ ଓ ମଧ୍ୟମ ଆୟ ବର୍ଗର ୨ଶହ ମେଧାବୀଙ୍କୁ ଫ୍ରି କୋଚିଂ ଦେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁନ୍ ୮ରେ ପ୍ରବେଶିକା ପରୀକ୍ଷା ହେବାକୁ ଥିବା ବେଳେ ଆଜିଠୁ ସାମ୍ସ ୱେବସାଇଟରେ ଉପଲବ୍ଧ ହୋଇଛି କମନ ଆପ୍ଲିକେସନ ଫର୍ମ।

Advertisment
Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ