Odisha Faces UG Enrollment Crisis: 9,000 Fewer Applicants Than Available Seats
Advertisment
ରାଜ୍ୟରେ ଉଚ୍ଚଶିକ୍ଷାର ବିଚିତ୍ର ସ୍ଥିତି । ସ୍ନାତକ ପାଠ୍ୟକ୍ରମ ପାଇଁ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଯେତିକି ସିଟ୍ ଅଛି, ପାଠ ପଢ଼ିବାକୁ ଆବେଦନ କରିଛନ୍ତି ତାଠୁ ୯ ହଜାର କମ୍ ପିଲା । ପ୍ରଥମ ପର୍ଯ୍ୟାୟ ପ୍ଲସ୍ ଥ୍ରୀ କଟ୍ଅପ୍ ମାର୍କ ଆସିବା ପରେ ଏଭଳି ତଥ୍ୟକୁ ନେଇ ବଢ଼ିଛି ଚିନ୍ତା । ତେବେ ପ୍ଲ ଥ୍ରୀ ପଢିବାକୁ କାହିଁକି ପିଲାଙ୍କ ଭିତରେ ଏ ଅନାଗ୍ରହ ତା ଉପରେ ରାଜ୍ୟ ସରକାର ଧ୍ୟାନ ଦେବା ନିହାତି ଦରକାର ବୋଲି କହିଛନ୍ତି ଶିକ୍ଷାବିତ୍ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us