Major Errors in OSSC and OPSC Exams Spark Candidate Outrage
Advertisment
ପୁଣି ପିଲାଙ୍କ ଭବିଷ୍ୟତ ସହ ଖେଳ । ଏକାଦିନେ ଦୁଇ ଦୁଇଟି ବଡ଼ ପରୀକ୍ଷା, ଆଉ ଦୁଇଟି ଯାକ ପରୀକ୍ଷାରେ ସାଂଘାତିକ ତ୍ରୁଟି । ଗୋଟିଏ ପରେ OSSCର ଏକ୍ସାଇଜ୍ ଓ ଟ୍ରାଫିକ୍ ସବ୍ ଇନସପେକ୍ଟର ପଦବି ପାଇଁ ହୋଇଥିବା ପରୀକ୍ଷାରେ CGL ପରୀକ୍ଷା ପ୍ରଶ୍ନ ଆସିଥିବା ବେଳେ, OCS ମେନ୍ ଏଗଜାମ୍ ର ଆନ୍ଥ୍ରପୋଲୋଜି ପରୀକ୍ଷାରେ ହୋଇଛି ଗୋଳମାଳ । ଏଠି ପ୍ରଥମ ପେପରରେ ଦ୍ୱିତୀୟ ପେପର କୋଶ୍ଚିନ୍, ଆଉ ଦ୍ବିତୀୟ ପେପରରେ ଆସିଥିଲା ପ୍ରଥମ ପେପର୍ ର ପ୍ରଶ୍ନ। ଯାହାକୁ ନେଇ ତୀବ୍ର ଅସନ୍ତୋଷ ଝାଡ଼ିଛନ୍ତି ପରୀକ୍ଷାର୍ଥୀ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us