Laborer\'s Son from Kusumpur Tops Matric Exam, Aspires to Serve as IAS Officer
Advertisment
ବାପା ଦାଦନ ଶ୍ରମିକ ମାଆ ଗୃହିଣୀ..ପୁଅ ମେଟ୍ରିକରେ A1 ରେ ପାସ୍। ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ କୁସୁନପୁର ଗାଁର ଜଣେ ଗରିବ ଦାଦନ ଶ୍ରମିକଙ୍କ ପୁଅ ଏବେ ଏ1 ପାଇଛନ୍ତି । ସେ ହେଉଛନ୍ତି ସନ୍ଦୀପ ସାହୁ । ପାଠ ପଢ଼ି IAS ହେବାକୁ ଆଶା ରଖିଛନ୍ତି ସନ୍ଦୀପ। ଦେଖନ୍ତୁ ଆମ ରିପୋର୍ଟ....
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us