Plus Two
Advertisment
୪ଦିନ ପରେ ଯୁକ୍ତ ଦୁଇ ପରୀକ୍ଷା। ଏଥର ପୁରୁଣା ଢାଞ୍ଚା ନୁହେଁ, ବରଂ CBSE ପାର୍ଟନରେ ହେବ ପରୀକ୍ଷା। ସବଜେକ୍ଟିଭ ବଦଳରେ ଅବଜେକ୍ଟିଭକୁ ଅଧିକ ଗୁରୁତ୍ୱ ଦେଇଛି CHSE। ଏପରିକି ପିଲାଙ୍କ ଦ୍ୱନ୍ଦ୍ୱ ଦୂର କରିବାକୁ ସାମ୍ପୁଲ୍ ପ୍ରଶ୍ନପତ୍ର ପ୍ରକାଶ ପାଇବ ବୋଲି କହିଥିଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ହେଲେ ଏଯାଏ କିନ୍ତୁ ସାମ୍ପୁଲ ପ୍ରଶ୍ନପତ୍ର ପ୍ରକାଶ ପାଇପାରିଲା ନାହିଁ। ଯାହାକୁ ନେଇ ଅଡୁଆରେ ପରୀକ୍ଷା ହଲରେ ବସିବାକୁ ଯାଉଥିବା ଯୁକ୍ତ ଦୁଇର ୩ ଲକ୍ଷ ୯୩ ହଜାର ୬୧୮ ଛାତ୍ରଛାତ୍ରୀ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us