Advertisment

ପ୍ରକାଶ ପାଇଲା ଯୁକ୍ତ ୨ ରେଜଲ୍ଟ

ପ୍ରକାଶ ପାଇଲା ଯୁକ୍ତ ୨ ରେଜଲ୍ଟ । CHSE କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶ । ଏକାସାଙ୍ଗରେ କଳା, ବାଣିଜ୍ୟ, ବିଜ୍ଞାନ, ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ ପ୍ରକାଶ । results.odisha.gov.inରେ ଫଳାଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Advertisment

କଳାରେ କମିଲା, ହେଲେ ବିଜ୍ଞାନ ଓ ବାଣିଜ୍ୟରେ ବଢ଼ିଲା ପ୍ଲସ୍-ଟୁ ପାସ୍ ହାର। ଆଜି ଏକାସାଙ୍ଗରେ ଯୁକ୍ତ-୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ ପ୍ରକାଶ ପାଇଥିବା ବେଳେ, ମୋଟ୍ ପାସ୍ ହାର ରହିଛି ୮୨.୭୭ ପ୍ରତିଶତ। କଳାରେ ୮୦.୫୧ ପ୍ରତିଶତ, ବିଜ୍ଞାନରେ ୮୭.୫ ଓ ବାଣିଜ୍ୟରେ ୮୩.୨ ପ୍ରତିଶତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ ଏଥର ବି ଝିଅମାନେ ବାଜିମାତ୍ କରିଥିବା ବେଳେ, ପାସ୍ ହାରରେ ପ୍ରାୟ ୧୦ ପ୍ରତିଶତ ପଛରେ ପଡ଼ିଛନ୍ତି ପୁଅ।

Advertisment
Odisha Plus Two Result
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ