Advertisment

ସିବିଏସଇ ହେଡକ୍ୱାଟର୍ସ- ଫେକ୍। ସିବିଏସଇ ବୋର୍ଡ ରେଜଲ୍ଟ – ଜାଲ୍ !

ଏମିତିକି କିଛି ସାଇବର ଠକ ଟଙ୍କା ଲୁଟୁଥିବାର ବି ଅଭିଯୋଗ ଆସିବା ପରେ ତତ୍ପର ହୋଇଛି ସିବିଏସଇ। କେବଳ ନିଜ ଅଫିସିଆଲ୍ ‘X’ ହ୍ୟାଣ୍ଡେଲ୍ ଫଲୋ କରିବାକୁ ଦେଇଛି ପରାମର୍ଶ।

Advertisment

ମୁଣ୍ଡ ଉପରେ ସିବିଏସଇ ବୋର୍ଡ ପରୀକ୍ଷା। ଏଇ ବେଳରେ କେନ୍ଦ୍ରୀୟ ଶିକ୍ଷା ପରିଷଦ ନାଁରେ ସୋସିଆଲ୍ ମିଡିଆରେ ବୁଲୁଛି ପାଖାପାଖି ୩୦ରୁ ଅଧିକ ଫେକ୍ ଆକାଉଣ୍ଟ। ଏସବୁଥିରେ ପରୀକ୍ଷା ସମ୍ପର୍କିତ ଭିନ୍ନ ଭିନ୍ନ ସୂଚନା ଓ ତଥ୍ୟକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଢୁଛି ଦ୍ୱନ୍ଦ୍ୱ। ଏମିତିକି କିଛି ସାଇବର ଠକ ଟଙ୍କା ଲୁଟୁଥିବାର ବି ଅଭିଯୋଗ ଆସିବା ପରେ ତତ୍ପର ହୋଇଛି ସିବିଏସଇ। କେବଳ ନିଜ ଅଫିସିଆଲ୍ ‘X’ ହ୍ୟାଣ୍ଡେଲ୍ ଫଲୋ କରିବାକୁ ଦେଇଛି ପରାମର୍ଶ।

Advertisment
CBSE
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ