By: Satyendu Shekher Mishra
Last updated: 24 August 2023, 08:57 PM IST
ଆଗକୁ ଦଶମ ଓ ଦ୍ବାଦଶରେ ୨ଟି ବୋର୍ଡ ପରୀକ୍ଷା । ଦୁଇଟି ପରୀକ୍ଷା ରେଜଲ୍ଟରୁ ଶ୍ରେଷ୍ଠକୁ ବିଚାରକୁ ନିଆଯିବ । ଆସନ୍ତା ଶିକ୍ଷାବର୍ଷରୁ ଲାଗୁ କରିବାକୁ ଘୋଷଣା । ତର୍ଜମା ପରେ ରାଜ୍ୟରେ ଲାଗୁ ନିଷ୍ପତ୍ତି: ଗଣଶିକ୍ଷା ମନ୍ତ୍ରୀ ।