Bhubaneswar Students Shine in ICSE Exams: Pritish Scores 99%, School Records 100% Pass
Advertisment
ପ୍ରକାଶ ପାଇଲା ICSE ଦଶମ ଓ ISC ଦ୍ଵାଦଶ ରେଜଲ୍ଟ। ଦଶମରେ ପାସ୍ ହାର ରହିଛି ୯୯.୦୯ ପ୍ରତିଶତ। ସେହିପରି ଦ୍ଵାଦଶରେ ପାସ୍ ହେଲା ହେଲା ୯୯.୦୨ ପ୍ରତିଶତ। ଉଭୟ ଶ୍ରେଣୀରେ ଝିଅଙ୍କ ପାସ୍ ହାର ପୁଅଙ୍କ ଅପେକ୍ଷା ଅଧିକ ରହିଛି। ଦଶମରେ ଝିଅଙ୍କ ପାସ୍ ହାର ରହିଛି ୯୯.୩୭ ପ୍ରତିଶତ ଓ ପୁଅଙ୍କ ପାସ୍ ହାର ରହିଛି ୯୮.୮୪ ପ୍ରତିଶତ !
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us