ପିଲାଙ୍କ ପସନ୍ଦ ରେଭେନ୍ସା । ପ୍ଲସ-ଟୁ ପାଇଁ ଛାତ୍ରଛାତ୍ରୀଙ୍କ ସବୁଠୁ ଅଧିକ ପସନ୍ଦ ରେଭେନ୍ସା । କଳା, ବାଣିଜ୍ୟ, ବିଜ୍ଞାନ- ସବୁ ଷ୍ଟ୍ରିମ କଟଅଫରେ ଆଗୁଆ ରାଜ୍ୟର ପୁରାତନ କଲେଜ । ସାଇନସରେ 91.67, କମର୍ସରେ 79.20 ଓ ଆର୍ଟସରେ 80 ପ୍ରତିଶତ ଫାଷ୍ଟ କଟ୍ଅଫ୍ ଲିଷ୍ଟ ।