Advertisment

'ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରି ମୁଁ ଅନୁତପ୍ତ ନୁହେଁ'

ଦେଶଦ୍ରୋହୀ ଜ୍ୟୋତିଙ୍କ ମୁହଁରେ ପାକିସ୍ତାନର ପ୍ରଶଂସା । ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରି ମୁଁ ଅନୁତପ୍ତ ନୁହେଁ । ମୁଁ କୌଣସି ଭୁଲ କରିନି କହି ଦେଖାଇଲେ ଫୁଟାଣି ।

Advertisment

ପାକିସ୍ତାନର ଗୁଇନ୍ଦାଗିରି ଅଭିଯୋଗରେ ଗିରଫ ହୋଇଛନ୍ତି ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା। ତଦନ୍ତକାରୀ ସଂସ୍ଥା ତାଙ୍କୁ ପଚରାଉଚରା କରିବା ବେଳେ। ଜ୍ୟୋତି ଭାରତ ସହ ଗଦ୍ଦାରୀ କରି ପାକିସ୍ତାନର ଗୁପ୍ତଚର ହୋଇ ବିଲକୁଲ ଅନୁତପ୍ତ ନଥିବା କଥା କହିଛନ୍ତି। ସେ କୌଣସି ଭୁଲ କରିନଥିବା କହି ଦମ୍ଭୋକ୍ତି ଦେଖାଇଥିବା ଜଣାପଡ଼ିଛି। 
ଏହାଛଡ଼ା ଛାନଭିନ ବେଳେ ପୋଲିସ ହାତରେ ଲାଗିଛି ଜ୍ୟୋତିଙ୍କ ଡାଏରୀ। ଯେଉଁଥିରେ ସେ ପାକିସ୍ତାନ ଭ୍ରମଣ ସାରି ଫେରିବା ପରେ ଅନେକ କଥା ଲେଖିଛନ୍ତି। ଆଉ ପାକିସ୍ତାନର ଭୂରି ଭୂରି ପ୍ରଶଂସା କରିଛନ୍ତି । 

Advertisment
Indian YouTuber Jyoti Malhotra Pakistan Spy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ