Advertisment

ଟ୍ରେନ୍ ଆଗକୁ ଡେଇଁଲେ ଯୁବକ

ଟ୍ରେନ୍ ଆଗକୁ ଡେଇଁ ଜୀବନ ହାରିଲେ ଯୁବକ। ଭୁବନେଶ୍ବର ଲିଙ୍ଗରାଜ ଷ୍ଟେସନ ନିକଟ ପଲାସପଲ୍ଲୀରୁ ଉଦ୍ଧାର ହୋଇଛି ତାଙ୍କ ମୃତଦେହ। ତାଙ୍କ ମୃତଦେହ ରେଳ ଧାରଣା ନିକଟରେ ପଡ଼ିଥିବାରୁ ସେ ଆତ୍ମହତ୍ୟା କରାଥିବା ସନ୍ଦେହ କରାଯାଉଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଆତ୍ମହତ୍ୟାର କିଛି ସମୟ ପୂର୍ବରୁ ସେ କାହା ସହ ଫୋନରେ ଉଚ୍ଚ ସ୍ୱରରେ କଥା ହେଉଥିଲେ। ମୃତକଙ୍କ ନାଁ ସନ୍ଦେଶ ଦାସ। ସେ ଭିଡିଓ ବ୍ଲଗର ସନ୍ଦୀପ ଦାସଙ୍କ ସାନଭାଇ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ