Woman Seeks Justice After Being Deceived in Relationship
Advertisment
‘ମୋତେ ବାହା ହେବ ବୋଲି କଥା ଦେଲା। ବିବାହ କଥା କହି ଶାରୀରିକ ସଂପର୍କ ରଖିଲା । ହେଲେ ଶେଷରେ ଧୋକା ଦେଇ ଫେରାର୍ ହୋଇଗଲା। ଏବେ କାହାକୁ ମୁଁ ମୁହଁ ଦେଖାଇ ପାରୁନି। ’ ଏପରି ଅଭିଯୋଗ ଆଣି ନ୍ୟାୟ ପାଇଁ ଗୁହାରି କରିଛନ୍ତି ଜଣେ ଯୁବତୀ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us