Special Story: Bhopal Woman Marries 25 Men in 7 Months, Arrested for Massive Matrimonial Fraud
Advertisment
ଗୋଟିଏ କନ୍ୟାର ୨୫ ବର । ୮ ଦିନରେ ଖୋଜାପଡ଼ୁଥିଲା ନୂଆ ଘର । ୭ ମାସରେ ସରିଛି ୨୫ ବାହାଘର । ମିଠାମିଠା କଥା କହି ପ୍ରେମ ଜାଲରେ ଫସାଉଥିଲା । ଚତୁର୍ଥୀ ଦିନ ଘରେ କଳାକନା ବୁଲାଇ ଚମ୍ପଟ ମାରୁଥିଲେ । କେଉଁଠି ଚାରି ଦିନ ରୁଥିଲା ତ ପୁଣି କେଉଁଟି କାଟୁଥିଲା ସପ୍ତାହେ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us