Advertisment

ନବବଧୂର ନରହନ୍ତା ରୂପ, ବିବାହର 15 ଦିନରେ ସ୍ୱାମୀକୁ ହାଣିଲା

ବିବାହର ୨ ସପ୍ତାହରେ ସ୍ୱାମୀକୁ ହତ୍ୟା କଲା ନବବଧୂ । ପ୍ରେମିକ ସହ ହୋଲି ଖେଳିଲା । ସ୍ୱାମୀକୁ ମାରି ବୟଫ୍ରେଣ୍ଡ ସହ ବୁଲିଲା । ଏଭଳି ଏକ ନହନ୍ତା ପିଶାଚିନୀ ଥିଲା ନବବଧୂ ପ୍ରଗତି ।

ଅଦ୍ୟତନ ହୋଇଛି
Advertisment

ନବବଧୂର ନରହନ୍ତା ରୂପ । ବିବାହର ୨ ସପ୍ତାହରେ ସ୍ବାମୀକୁ କଲା ହତ୍ୟା । ପ୍ରେମିକ ସହ ହୋଲି ଖେଳିଲା । ସ୍ବାମୀକୁ ମାରି ବୟଫ୍ରେଣ୍ଡ ସହ ବୁଲିଲା । ଏଭଳି ଏକ ନହନ୍ତା ପିଶାଚିନୀ ଥିଲା ନବବଧୂ ପ୍ରଗତି । ବାହାଘରର ମାତ୍ର ୧୫ ଦିନରେ ସବୁ କିଛି ଛାରୋଖାର କରିଦେଲା । ନିଜ ମଥାରୁ ନିଜେ ସିନ୍ଦୂର ପୋଛିଲା । ଆଉ ଉଜାଡ଼ି ଦେଲା ଗୋଟେ ହସଖୁସିର ପରିବାର । ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କରିବା ପରେ ରାକ୍ଷସୀ ପ୍ରଗତିର ନଥିଲା ଟିକିଏ ଅନୁତାପ । ପ୍ରେମିକରେ ପ୍ରେମରେ ଏମିତି ବୁଡ଼ି ରହିଥିଲା, ସେ କିଛି ବି ଜାଣିପାରୁନଥିଲା । 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ