Advertisment

ଚୋରା ବାଇକ୍‌ ଧରିବାକୁ ଗଲେ, IICଙ୍କୁ ମହିଳା ପ୍ରବଳ ପିଟିଲେ

ଚୋରି ଗାଡ଼ି ସିଜ୍ କରିବାକୁ ଯାଇ ହଟ୍ଟହଟା ହେଲା ପୋଲିସ । ମହିଳାଙ୍କ ନିକଟରୁ ମାଡ଼ ଖାଇଲେ ପୋଲିସ ଅଧିକାରୀ । ଏ ଘଟଣା ହେଉଛି ଯାଜପୁର ଜିଲ୍ଲା କୋରେଇ ଥାନା ଅଞ୍ଚଳର ।

ଅଦ୍ୟତନ ହୋଇଛି
Advertisment

ଚୋରି ଗାଡ଼ି ସିଜ୍ କରିବାକୁ ଯାଇ ହଟ୍ଟହଟା ହେଲା ପୋଲିସ । ମହିଳାଙ୍କ ନିକଟରୁ ମାଡ଼ ଖାଇଲେ ପୋଲିସ ଅଧିକାରୀ । ଏ ଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା କୋରେଇ ଥାନା ଅଞ୍ଚଳର । କୋରେଇ ଥାନା ଅଧିକାରୀ ରାକେଶ ତ୍ରିପାଠୀଙ୍କୁ ସଙ୍ଗବଦ୍ଧ ଭାବେ ଆକ୍ରମଣ କରିଛନ୍ତି ମହିଳା । ଚୋରୀ ବାଇକ୍ ସିଜ୍ କରିବାକୁ ଆସିଥିବା ସମୟରେ କୋରେଇ ଥାନା ପୂର୍ବକୋଟ ହାଟ ନିକଟରେ ଏହି ଆକ୍ରମଣ ହୋଇଛି । ମହିଳା ଓ ଗ୍ରାମବାସୀଙ୍କ ଆକ୍ରମଣରେ ଥାନା ଗାଡି ମଧ୍ୟ ଭାଙ୍ଗିରୁଜି ଚୁରମାର ହୋଇଛି । 

Advertisment
Jajpur Police IIC Attack On POlice
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ