ଅଦ୍ୟତନ ହୋଇଛି
Woman Attacks Husband
Advertisment
ସରକାରୀ ଚାକିରିଆ ସ୍ୱାମୀକୁ ଝାଡ଼ୁରେ ସେକି ଚାଲିଲା ସ୍ତ୍ରୀ । ଧମକ ଦେଲା ତତେ ଜୀବନରୁ ମାରିଦେବି । ଖଣ୍ଡ ଖଣ୍ଡ କରି ଡ୍ରମରେ ଭର୍ତ୍ତି କରିବି ।
ଦର୍ଶକବନ୍ଧୁ ଏ CCTV ଦୃଶ୍ୟ ଆପଣଙ୍କୁ ବିଚଳିତ କରିପାରେ । ଦେଖନ୍ତୁ କିପରି ଏକ ଓ୍ବାଇପରରେ ସ୍ୱାମୀକୁ ପିଟି ଚାଲିଛନ୍ତି ସ୍ତ୍ରୀ । ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓଟି ଭାଇରାଲ ହେଉଛି । ମାଡ଼ ମାରିବା ସହ ମିରଟର ମୁସ୍କାନ କଥା ଭୁଲିନ ତ, ତମ ଅବସ୍ଥା ମଧ୍ୟ ସେମିତି ହେବ ବୋଲି କହି ଧମକ ଦେଉଛନ୍ତି ପତ୍ନୀ । ଏହି ଘଟଣାଟି ଉତ୍ତରପ୍ରଦେଶ ଗୋଣ୍ଡା ଜିଲ୍ଲାର ବୋଲି ଜଣାପଡିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us