Advertisment

ପରକୀୟା ପ୍ରୀତିର ନୃଶଂସ ପରିଣତି

୨ ଛୁଆଙ୍କୁ ଚେଙ୍କ ଦେବା ଘଟଣାରେ ଅଭିଯୁକ୍ତ ମା’ ଓ ପ୍ରେମିକକୁ ଗିରଫ କରିଛି ମୈତ୍ରୀବିହାର ପୋଲିସ।

Advertisment

ପରକୀୟା ପ୍ରୀତିର ନୃଶଂସ ପରିଣତି । ନିଜର ୨ ନିରୀହ ପିଲାଙ୍କୁ ଚେଙ୍କ ଦେଇଛି ଜନ୍ମଦାତ୍ରୀ ମାଆ । ଛୁଆଙ୍କୁ ତତଲା ଚେଙ୍କ, ବନ୍ଧା ହେଲା ନୂଶଂସ ମାଆ। ଘଟଣା ପୁଣି ଖୋଦ୍ ରାଜଧାନୀରେ। ସ୍ୱାମୀକୁ ଘରୁ ବାହାର କରି ପ୍ରେମିକ ସହ ମିଶି ନିଜ ୨ ଛୁଆଙ୍କୁ ଚେଙ୍କ ଦେବା ଘଟଣାରେ ଅଭିଯୁକ୍ତ ମା’ ଓ ପ୍ରେମିକକୁ ଗିରଫ କରିଛି ମୈତ୍ରୀବିହାର ପୋଲିସ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ