Advertisment

ସ୍ବାମୀ ନୁହେଁ ପ୍ରେମିକ ନିଜର

ଏ ଭିଡିଓ କହୁଛି ବାହାଘର ପୂର୍ବର ଖୁସି । ରାଜା ପରିବାର କେତେ ଖୁସି ମିଜାଜ ଥିଲେ । କେତେ ମେଳାପି ଥିଲେ । ଆଉ ସାନ ପୁଅ ବାହାଘରର ଖୁସିରେ କେମିତି ଉଠୁଥିଲା ପଡ଼ୁଥିଲା ପୂରା ପରିବାର । ଆଉ ଏ ବାରାତ୍ ଉପରେ ମଧ୍ୟ ଟିକିଏ ନଜର ପକାନ୍ତୁ । ଘୋଡ଼ା ଉପରେ ସ୍ବପ୍ନର ରାଜକୁମାରୀ ପାଇଁ କେମିତି ବର ସାଜି ସେଦିନ ଯାଇଥିଲେ ରାଜା ରଘୁବଂଶୀ ।

Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ