Advertisment

ବିବାହର ୧୫ ଦିନରେ ସ୍ୱାମୀକୁ ହାଣିଦେଲା ସ୍ତ୍ରୀ

ସାତ ଜନ୍ମ ପାଇଁ ଯାହା ସହ ସାଥୀ ହୋଇ ରହିବାକୁ କଥା ଦେଇଥିଲା । ୧୫ ଦିନ ଭିତରେ ସବୁ ଭୁଲିଗଲା । ନିଜ ହାତରେ ନିଜେ ପୋଛିଦେଲା ମଥା ସିନ୍ଦୁର ।

Advertisment

ଅଗ୍ନିକୁ ସାକ୍ଷୀ ରଖି ଯାହା ସହ ସାତ ଫେରା ନେଇଥିଲା, ସାତ ଜନ୍ମ ପାଇଁ ଯାହା ସହ ସାଥୀ ହୋଇ ରହିବାକୁ କଥା ଦେଇଥିଲା । ୧୫ ଦିନ ଭିତରେ ସବୁ ଭୁଲିଗଲା। ବଟ ପୂର୍ଣ୍ଣିମା ଦିନ ହିଁ ନିଜ ହାତରେ ନିଜେ ପୋଛିଦେଲା ମଥା ସିନ୍ଦୁର। ଭାଙ୍ଗିଦେଲା ଶଙ୍ଖା। ଇନ୍ଦୋରର ସୋନମ ଘଟଣାକୁ ନେଇ ଦେଶରେ ଚର୍ଚ୍ଚା ଥମି ନଥିବା ବେଳେ ମହାରାଷ୍ଟ୍ରରୁ ସାମ୍ନାକୁ ଆସିଛି ଆଉ ଏକ ସମାନ ମର୍ଡର ଘଟଣା । ଯାହାକୁ ନେଇ ହଇଚଇ ସୃଷ୍ଟି ହୋଇଛି । ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାର କୁପୱାଡ ସହର । ଏଠକାର ଏକତା କଲୋନିରେ ରୁହନ୍ଦି ୪୫ ବର୍ଷୟ ଅନିଲ ତାନାଜୀ ଲୋଖଣ୍ଡେ । ମେ’ ୧୭ ତାରିଖ। ସେ ସତାରା ଜିଲ୍ଲାର ଭାଡି ଗାଁର ୨୭ ବର୍ଷୀୟ ରାଧିକା ବାଲକୃଷ୍ଣ ଇଙ୍ଗଲେଙ୍କୁ ବିବାହ କରିଥିଲେ।

Advertisment
Crime News Wife Killed Husband
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ