Wife Kills Husband
Advertisment
ପତିହନ୍ତା ସ୍ତ୍ରୀର ନାରକୀୟ କାଣ୍ଡ । ୟୁଟ୍ୟୁବର ପ୍ରେମିକ ସହ ମିଶି ସ୍ବାମୀର ତଣ୍ଟି କାଟିଲା । ମୃତଦେହକୁ ଅଖାରେ ପୂରାଇ ନାଳରେ ଫିଙ୍ଗି ଦେଲା । ପ୍ରେମିକ ସହ ଆପତ୍ତିଜନକ ଅବସ୍ଥାରେ ଧରାପଡିବା ପରେ ସ୍ୱାମୀକୁ ଏମିତି ସବୁଦିନ ପାଇଁ ରାସ୍ତାରୁ ହଟାଇଦେଇଛି ସ୍ତ୍ରୀ। ନିଜ ହାତରେ ନିଜେ ପୋଛି ଦେଇଛି ମଥା ସିନ୍ଦୁର । ପ୍ରେମିକ ସହ ମିଶି ସାତ ଜନମ ପାଇଁ ସାଥୀ କରିଥିବା ସ୍ୱାମୀକୁ କରିଛି ହତ୍ୟା । ହରିୟାଣାର ଭିୱାନି ଜିଲ୍ଲାରେ ଘଟିଛି ଏଭଳି ଲୋମଟାଙ୍କୁରା ହତ୍ୟାକାଣ୍ଡ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us