Advertisment

ରାଜ୍ ପାଇଁ ରାଜାକୁ ହତ୍ୟା

ଗୋଟିଏ ଖୁସିର ଆରମ୍ଭ କେମିତି ଦୁଃଖଦ ତଥା ରହସ୍ୟମୟ ହତ୍ୟାକାଣ୍ଡରେ ବଦଳିଗଲା, ଦେଖିବା ଇନ୍ଦୋର କେସର ଇନସାଇଡ୍ ଷ୍ଟୋରି।

Advertisment

କିଲର ୱାଇଫ୍। ହନିମୁନ୍ ଟ୍ରିପରେ ବୟଫ୍ରେଣ୍ଡ ସହ ମିଶି ସୁପାରି କିଲର ଲଗାଇ ସ୍ବାମୀକୁ ମାରିଥିଲା ପତ୍ନୀ। ମେଘାଳୟରୁ ଦଂପତି ନିଖୋଜ ଘଟଣାରେ ଆଜି ଏଭଳି ଚାଞ୍ଚଲ୍ୟକର ଖୁଲାସା କରିଛି ପୋଲିସ। ଘଟଣାର ୧୭ ଦିନ ପରେ ପତ୍ନୀ ସୋନମ୍ ସମେତ ୪ ଜଣଙ୍କୁ ଗିରଫ କରାଯାଇଛି। ଗୋଟିଏ ଖୁସିର ଆରମ୍ଭ କେମିତି ଦୁଃଖଦ ତଥା ରହସ୍ୟମୟ ହତ୍ୟାକାଣ୍ଡରେ ବଦଳିଗଲା, ଦେଖିବା ଇନ୍ଦୋର କେସର ଇନସାଇଡ୍ ଷ୍ଟୋରି। 

Advertisment
Murder Case Meghalaya
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ