High-Profile Lady Hansita
Advertisment
ପାୱାର୍ କରିଡରରେ କଂପନ ସୃଷ୍ଟି କରିଥିବା ହାଇପ୍ରୋଫାଇଲ୍ ‘ଚାର୍ ସୌ ବିଶ୍’ ଲେଡି ହଂସିତା ଅଭିଲିପ୍ସାଙ୍କ ପ୍ରକୃତ ସ୍ବାମୀ କିଏ ? କ୍ରାଇମ୍ ପାର୍ଟନର ଅନୀଲ୍ ମହାନ୍ତି, କଂଗ୍ରେସ ନେତା ମନୋଜ ଆଚାର୍ଯ୍ୟ ନା ବ୍ୟବସାୟୀ ସରୋଜ ସାହୁ ? ପୋଲିସଠୁ ନ୍ୟାୟାଳୟ ଯାଏଁ ମୁଣ୍ଡ ଗୋଲ୍। କାରଣ ସରୋଜ ହିଁ ତାଙ୍କ ସ୍ବାମୀ ଏବଂ ସେ ଅସୁସ୍ଥ ଥିବା ଦର୍ଶାଇ ଆଜି ଜାମିନ୍ ଲୋଡ଼ିଥିଲେ ହଂସିତା। କିନ୍ତୁ କୋର୍ଟରେ ହଂସିତାଙ୍କ ଓକିଲ ଏବଂ ପ୍ରତିପକ୍ଷ ଓକିଲଙ୍କ ଜବାବ ସୁଆଲ୍ ରୋଚକ ମୋଡ଼ରେ ପହଞ୍ଚିବା ପରେ ଆସନ୍ତା ୧୮ରେ ଜାମିନ ବିଚାର ହେବ ବୋଲି କୋର୍ଟ କହିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us