When One Commits a Crime, the Whole Family Pays: A Heartbreaking Story from Ganjam
Advertisment
ଅପରାଧ ଭିଆଉଛି ଜଣେ, ଦଶା ଭୋଗୁଛନ୍ତି ଅନ୍ୟମାନେ । ନା କେହି ସହାୟତାର ହାତ ବଢ଼ାଉଛନ୍ତି ନା କେହି ତାଙ୍କୁ ଆଡ଼ ଆଖିରେ ଚାହୁଁଛନ୍ତି । ଘରର ରୋଜଗାରିଆ ପୁଅ ମଣିଷ ମାରି ଜେଲ ଯିବା ପରେ ଅନ୍ୟ ସଦସ୍ୟ ଷଢୁଛନ୍ତି ଭୋଗ କଷ୍ଟରେ । ଗୋଟିଏ କି ଯୋଡ଼ିଏ ଘଟଣା ନୁହେଁ, ଘରୋଇ ହିଂସାର ଭୟଙ୍କର ପରିଣାମ ଭିତରେ ଅନେକ ପରିବାରର ନିରୀହ ସଦସ୍ୟ ଛନ୍ଦି ହେଉଛନ୍ତି ସାଂଘାତିକ ଯନ୍ତ୍ରଣାରେ । ସେମାନଙ୍କ ବା ଦୋଷ କ’ଣ ? କାହିଁକି ଘଟୁଛି ଏମିତି ? କିଏ ଏଥିପାଇଁ ଦାୟୀ ?
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us