Vigilance raid
Advertisment
ସରକାରୀ ଚାକିରିରେ ଯାହା ଦରମା ମିଳୁଥିଲା, ତାହା କେବଳ ନାଁକୁ ଥିଲା । ବାବୁ ଯେତିକି ଉପୁରି ଆୟ କରୁଥିଲେ, ତା’ଆଗରେ ଦରମା କିଛି ବି ନୁହଁ । ଯେଉଁ ବାଟଦେଇ ବାବୁ ଅମାପ ସମ୍ପତ୍ତି ଠୁଳ କରି ବିଳାସମୟ ଜୀବନ ଜୀଉଁଥିଲେ, ତାହା ଦେଖି ସମସ୍ତେ ତାଟକା । ପର ଧନରେ କୁବେର ହେବାର ନିଶା ଘାରିଥିବା ଆଉ ଜଣେ ବାବୁ । ନାଁ ତାରାପ୍ରସାଦ ମିଶ୍ର । ଥିଲେ R & B ବିଭାଗର ମୁଖ୍ୟଯନ୍ତ୍ରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡରୁ ଯାହା ମିଳିଛି ତାହା ସମସ୍ତଙ୍କୁ ତାଟକା କରିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us