Crime
Advertisment
ବାବୁ ଶାନ୍ତନୁଙ୍କ ପାଇଁ ୪ ସହଯୋଗୀ ଟଙ୍କା ହଡପ୍ କରୁଥିଲେ। ନିଜ ଅଫିସର ୩ ଜଣ ସହଯୋଗୀ କରୁଥିଲେ ସହଯୋଗ। ଲାଞ୍ଚ ଓ ବଟି ଟଙ୍କା ଆଦାୟ କରି ଶାନ୍ତନୁଙ୍କ ଆକାଉଣ୍ଟକୁ ପଠାଉଥିଲେ। ଗଞ୍ଜାମ ଜିଲ୍ଲାରୁ ହେଉଥିଲା ବାବୁଙ୍କ କଳା ଟଙ୍କା କାରବାର। ଭିଜିଲାନ୍ସ ହାତରେ ଲାଗିଛି ବାବୁଙ୍କ ଟଙ୍କା ହଡପ୍ର ସବୁ ପ୍ରମାଣ। ଯାହାକୁ ଧରି ଖୋଳତାଡ କରୁଛି ଭିଜିଲାନ୍ସ ଟିମ୍।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us