Odisha Vigilance Busts Engineer with 11 Plots, 2 Flats, and a Multi-Storey Mansion
Advertisment
ମାଳମାଳ ପ୍ଲଟକୁ ଦାମୀ ଫ୍ଲାଟ୍ । ବ୍ରହ୍ମପୁର R&B ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ଏନ. ଦିଲ୍ଲୀପ କୁମାର ଚୌଧୁରୀଙ୍କ ଘରେ ରେଡ୍ କରି ଅମାପ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଏଯାଏଁ ଠାବ ହେଲାଣି ୧୧ ପ୍ଲଟ୍ ସାଙ୍ଗକୁ ୨ଟି ଦାମୀ ଫ୍ଲାଟ୍ ଓ ଗୋଟିଏ ବହୁତଳ ପ୍ରାସାଦ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us