Vigilance Raid
Advertisment
ଦୁଇଦିନ ଧରି ଭିଜିଲାନ୍ସ ବିଭାଗର ଚଢାଉ । ସାମ୍ନାକୁ ଆସିଛି ଆଖି ଟେରା କରିଦେଲାଭଳି ସମ୍ପତ୍ତି । ଯୁଆଡେ ଦେଖିବ ସିଆଡେ ପ୍ଲଟ କିଣିଛନ୍ତି ଲୋୟର ସୁକତେଲ କନଷ୍ଟ୍ରକ୍ସନ ଡିଭିଜନର ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ସୁନୀଲ ରାଉତ । ରାଜ୍ୟ ଭିତରେ ତ ଭର୍ତ୍ତି, ଉତ୍ତରପ୍ରଦେଶର ମଥୁରାରେ ବାବୁଙ୍କର ରହିଛି ଦୁଇ ଦାମୀ ପ୍ଲଟ ସହ ଗୋଟିଏ ଫ୍ଲାଟ । ଅମାପ ଧନରେ ବାବୁ ଚାରିଆଡେ ଜମି କିଣିଛନ୍ତି । ଦୁଇ ଦିନର ଚଢାଉ ପରେ ଆଜି ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି ଭିଜିଲାନ୍ସ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us