Advertisment

ଯମ ସାଜି ଛକି ରହିଥିବା ଅପରାଧୀ, ମଣିଷକୁ ମରଣ କୋରଡ଼କୁ ଝାମ୍ପି ନେଉଛି ଆଖି ପଲକେ

କିଏ ଓ କାହିଁକି ଭିଆଇଲା ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ, ସେନେଇ ପୋଲିସ ଖୋଳତାଡ଼ କରୁଥିବାବେଳେ ଏହି ମର୍ଡର ମିଷ୍ଟ୍ରିକୁ ନେଇ ଉଠୁଛି ନାନା ପ୍ରଶ୍ନ।

Advertisment

ହାଟରେ ହେଉ କି ବାଟରେ, ଘରେ ହେଉ କି ଦାଣ୍ଡରେ। ସତେ ଯେମିତି ଯମ ସାଜି ଛକି ରହିଥିବା ଅପରାଧୀ, ମଣିଷକୁ ମରଣ କୋରଡ଼କୁ ଝାମ୍ପି ନେଉଛି ଆଖି ପଲକେ। ଯାହାର ଏକ ନମୁନା ଗତ ରାତିରେ  ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲାରେ। ନିସ୍ତବ୍ଧ ରାତିରେ ଠକ୍ ଠକ୍ ଶବ୍ଦ ଶୁଣି କବାଟ ଖୋଲିଲା ବେଳକୁ ଗୁଳି ମାଡ଼ରେ ଚାଲିଗଲା ୭ ମାସର ଗର୍ଭଧାରଣ କରିଥିବା ଜଣେ ମହିଳାଙ୍କ ଜୀବନ। କିଏ ଓ କାହିଁକି ଭିଆଇଲା ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ, ସେନେଇ ପୋଲିସ ଖୋଳତାଡ଼ କରୁଥିବାବେଳେ ଏହି ମର୍ଡର ମିଷ୍ଟ୍ରିକୁ ନେଇ ଉଠୁଛି ନାନା ପ୍ରଶ୍ନ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ