Advertisment

ବଳଙ୍ଗାରେ ମଧ୍ୟଯୁଗୀୟ ବର୍ବରତା

ପୁରୀ ଜିଲ୍ଲା ବଳଙ୍ଗାରେ ମଧ୍ୟଯୁଗୀୟ ବର୍ବରତା । ଦୁଇ ପିଲାଙ୍କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ସହ ସିଗାରେଟ୍ ଚେଙ୍କ ଦିଆଯାଇଛି। ଦୁଇ ଗାଁ ମଧ୍ୟରେ ବିବାଦ ଭିତରେ ବଳି ପଡିଛନ୍ତି ଅନ୍ୟ ଏକ ଗାଁର ଦୁଇ ପିଲା। ଆହତଙ୍କ ମଧ୍ୟରେ ଜଣେ ନାବାଳକ ରହିଛନ୍ତି । ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖିଛି। ଭାଇରାଲ୍ ଭିଡିଓ ଆଧାରରେ ଅନ୍ୟମାନଙ୍କୁ ଖୋଜା ଚାଲିଛି ।

Pipili
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ