• Astrospeak
  • Live TV
  • Read In English

ଲ' କଲେଜ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ଆସିଥିଲା । ଏହି ମାମଲାରେ ୪ ଜଣ ଗିରଫ ହୋଇଛନ୍ତି । ସେପଟେ ଟିଏମସି ସାଂସଦଙ୍କ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି ।" ସାଙ୍ଗ ଯଦି ସାଙ୍ଗକୁ ଦୁଷ୍କର୍ମ କରେ ଆମେ କଣ କରିବୁ ? ଆମେ କ'ଣ ଏଥିପାଇଁ ସ୍କୁଲ, କଲେଜରେ ପୋଲିସ ରଖିବୁ?" ବୋଲି କହିଛନ୍ତି ସାଂସଦ ।