Advertisment

ଜୀଅନ୍ତା ଜାଳିଦେଲେ ଭଡ଼ାଟିଆ

ଘର_ମାଲିକଙ୍କୁ_ଜୀଅନ୍ତା_ଜାଳିଦେଲେ_ଭଡ଼ାଟିଆ ଚୋରା ପୀରତିର ତିକ୍ତତା କେତେ ଭୟଙ୍କର ହୋଇପାରେ ତାହା ସାମ୍ନାକୁ ଆସିଛି ବ୍ରହ୍ମପୁରରୁ। ଭଡ଼ାଟିଆ ମହିଳା ସହ ପରକୀୟା ପ୍ରିତି ନେଇଗଲା ଜୀବନ। କିରୋସିନ ଢ଼ାଳି ଅବସରପ୍ରାପ୍ତ ଆର୍‌ଆଇ ହରିହର ସାହୁଙ୍କୁ ଜୀଅନ୍ତା ଜାଳି ଦେଲେ ସୁଦେଷ୍ଣା ଜେନା। ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ହତ୍ୟା ଅଭିଯୋଗରେ ପୁଲିସ ଅଭିଯୁକ୍ତ ଭଡାଟିଆ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment

ଘର_ମାଲିକଙ୍କୁ_ଜୀଅନ୍ତା_ଜାଳିଦେଲେ_ଭଡ଼ାଟିଆ
ଚୋରା ପୀରତିର ତିକ୍ତତା କେତେ ଭୟଙ୍କର ହୋଇପାରେ ତାହା ସାମ୍ନାକୁ ଆସିଛି ବ୍ରହ୍ମପୁରରୁ। ଭଡ଼ାଟିଆ ମହିଳା ସହ ପରକୀୟା ପ୍ରିତି ନେଇଗଲା ଜୀବନ। କିରୋସିନ ଢ଼ାଳି ଅବସରପ୍ରାପ୍ତ ଆର୍‌ଆଇ ହରିହର ସାହୁଙ୍କୁ ଜୀଅନ୍ତା ଜାଳି ଦେଲେ ସୁଦେଷ୍ଣା ଜେନା। ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ହତ୍ୟା ଅଭିଯୋଗରେ ପୁଲିସ ଅଭିଯୁକ୍ତ ଭଡାଟିଆ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ