Advertisment

Video: ଜଙ୍ଗଲରେ ହାତ-ଗୋଡ଼, ନଦୀରେ କଟା ମୁଣ୍ଡ

ଜଙ୍ଗଲରେ ହାତ-ଗୋଡ଼.. ବସ୍ତା ଭିତରେ ମୃତଦେହ.. ନଦୀରେ କଟା ମୁଣ୍ଡ । ଅଭିଯୁକ୍ତ ପ୍ରେମିକର ନରକୀୟ କାଣ୍ଡ! ନାବାଳିକାକୁ ଖଣ୍ଡ ଖଣ୍ଡ କରିଦେଲା ପିଶାଚ ପ୍ରେମିକ ।

Advertisment

ବିଭତ୍ସ, ବର୍ବର, ଅମାନୁଷିକ । ରାଉରକେଲା ବ୍ରାହ୍ମଣୀ ନଦୀରୁ ମିଳିଛି ସୁନ୍ଦରଗଡ଼ରୁ ନିଖୋଜ ଜଣେ ନାବାଳିକାର ଖଣ୍ଡ ବିଖଣ୍ଡିତ ମୃତଦେହ । ଗୋଟିଏ ସ୍ଥାନରେ କଟା ହାତ-ଗୋଡ଼, ଆଉ ଗୋଟିଏ ସ୍ଥାନରେ ବସ୍ତାରେ ବନ୍ଧା ମୃତଦେହ ଏବଂ କଟା ମୁଣ୍ଡ ମିଳିଛି । ଏକ ପକ୍ସୋ କେସରେ ଜେଲ୍ ଯାଇଥିବା ଅଭିଯୁକ୍ତ ହିଁ ଜାମିନରେ ଆସି ଏଭଳି ବର୍ବର କାଣ୍ଡ ଘଟାଇଥିବା ପୋଲିସ କହିଛି । ଉଭୟ ଝାରସୁଗୁଡ଼ା ଓ ରାଉରକେଲା ପୋଲିସ ଏହି ମାମଲାର ତଦନ୍ତ କରୁଛନ୍ତି ।

Advertisment
Murder Minor Girl Jharsuguda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ