Advertisment

ଚିକିତ୍ସା ନାଁରେ ଯୁବତୀଙ୍କ ତାଳୁରେ ଫୋଡ଼ିଲା କଣ୍ଟା

ଶାରିରୀକ ସମସ୍ୟାର ସମାଧାନ ପାଇଁ ତାନ୍ତ୍ରିକ ପାଖକୁ ଯାଇ ଏବେ ଭୋଗୁଛନ୍ତି ଯମ ଯନ୍ତ୍ରଣା । କାରଣ ତାଙ୍କ ମୁଣ୍ଡ ଭିତରେ ଫୋଡ଼ାଯାଇଛି ଛୁଞ୍ଚି ଆକାରର କଣ୍ଟା ।

Advertisment

ଭୟଙ୍କର...ବୀଭତ୍ସ...ବେଦନାଦାୟକ...ଶୁଣିଲେ ଲୋମଟାଙ୍କୁରି ଯିବ... । ଏମିତି ଏକ ଅନ୍ଧବିଶ୍ୱାସର କାହାଣୀ, ଯାହା ବୋଧହୁଏ ଆପଣ କେବେ ଶୁଣିନଥିବେ । ଅସୁସ୍ଥ ଯୁବତୀଙ୍କୁ ସୁସ୍ଥ କରାଇଦେବା ନାଁରେ ତାଙ୍କ ମୁଣ୍ଡ ଭିତରେ ତାନ୍ତ୍ରିକ ୪ ବର୍ଷ ଧରି ଛୁଞ୍ଚି ଆକାରର ମାଳ ମାଳ କଣ୍ଟା ଫୋଡ଼ିବା ଅଭିଯୋଗ ଘଟଣା ବଲାଙ୍ଗିର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

Advertisment
Superstition
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ