Advertisment

ଡାକ୍ତର ଚାକିରି କରାଇବା ନାଁରେ ସୁଇପର୍‌ ଲୁଟିଲେ କୋଟି କୋଟି

କେନ୍ଦୁଝର ଜିଲ୍ଲାରେ ଖୋଲିଥିବା ମେଡିକାଲ କଲେଜରେ ଚାକିରି କରାଇଦେବା କଥା କହି କୋଟି କୋଟି ଟଙ୍କା ଲୁଟୁଥିଲେ ସୁଇପର୍‌ । ଦେଖନ୍ତୁ ଏହି ରିପୋର୍ଟ ।

ଅଦ୍ୟତନ ହୋଇଛି
Advertisment

ଦେଖନ୍ତୁ ଏ ମହିଳାଙ୍କୁ । କେନ୍ଦୁଝର ଜିଲ୍ଲାରେ ନୁଆ କରି ଖୋଲିଥିବା ମେଡିକାଲ କଲେଜରେ ଚାକିରି କରାଇଦେବା କଥା କହି କେମିତି ଜଣେ ଅଭିଭାବକଠୁ ଟଙ୍କା ନେଇ ଗଣି ଚାଲିଛନ୍ତି ଏ ମହିଳା ଜଣଙ୍କ । ସେ ବଣ୍ଡଲରେ ରହିଛି ୪୦ ହଜାର ଟଙ୍କା । ପୁଣି କହୁଛନ୍ତି ଜଏନିଂ ପୂର୍ବରୁ ବାକି ଟଙ୍କା ଦେଇଦେବ । ଏ ମ୍ୟାଡାମ ହେଉଛନ୍ତି ଚିକିତ୍ସାଳୟରେ କାମ କରୁଥିବା ଜଣେ ସୁଇପର ପ୍ରମିଳା ପରିଡା । ଯେମିତି ଜାଣିଲେ ହସ୍ପିଟାଲରେ ନିଯୁକ୍ତି ପାଇଁ ପକ୍ରିୟା ଆରମ୍ଭ ହେବ, ତା ପୂର୍ବରୁ ଆରମ୍ଭ କରିଦେଲେ ଫ୍ରଡ କରିବାର ଯୋଜନା । ନିରୀହ ପିଲାଙ୍କୁ ଟଙ୍କା ନେଇ ହସ୍ପିଟାଲରେ ଚାକିରି ଯୋଗାଇବା ଭଳି ମିଛ କଥା କହି ଟଙ୍କା ନେଇ ଚାଲିଲେ । 

Advertisment
Job Fraud Odisha Keonjhar Job Scam Sweeper
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ