Advertisment

ଗୋପାଳ କାହିଁକି ମାରିଲା ନବଙ୍କୁ ? ଏତେ ସାହାସ ପାଇଲା କେଉଁଠୁ ?

ହତ୍ୟାକାଣ୍ଡର ମାସେ ପୁରିବା ପରେ ତଦନ୍ତପଣିଆକୁ ନେଇ ପ୍ରଶ୍ନ ଚିହ୍ନ ଲଗାଇଛନ୍ତି ପ୍ରତ୍ୟକ୍ଷଦର୍ଶୀଙ୍କଠୁ ଆରମ୍ଭ କରି ସାଧାରଣଜନତା ଓ ସମର୍ଥକ ।

Advertisment

ବିଚ୍ ରାସ୍ତାରେ ଭିଡ଼ ଭିତରେ ନାରାବାଜିର ଶୋଭାଯାତ୍ରାରେ, ବେଧଡ଼କ ଢଙ୍ଗରେ ପଶିଲା ଗୋପାଳ ଦାସ । ଆଉ ପଏଣ୍ଟ ବ୍ଲାଙ୍କରେ ପ୍ରଭାବଶାଳୀ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଦେଲା । ତେବେ କାହିଁକି ? ବ୍ୟକ୍ତିଗତ ଆକ୍ରୋଶ ନା ସୁପାରି କିଲିଂ ଭଳି ଷଡ଼ଯନ୍ତ୍ର ? ବ୍ୟବସାୟିକ ଶତ୍ରୁତା ନା ହାଇପ୍ରୋଫାଇଲ୍ ପଲିଟିକାଲ ଲିଙ୍କ୍ ? ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଖୋଜିବାକୁ ଯାଇ ରାଜ୍ୟ ସରକାରଙ୍କ ଏକମାତ୍ର ନିର୍ଭରଯୋଗ୍ୟ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ କେତେ ସଫଳ ହୋଇଛି ତାହା ତ ଜଣାନାହିଁ, କିନ୍ତୁ ହତ୍ୟାକାଣ୍ଡର ମାସେ ପୁରିବା ପରେ ତଦନ୍ତପଣିଆକୁ ନେଇ ପ୍ରଶ୍ନ ଚିହ୍ନ ଲଗାଇଛନ୍ତି ପ୍ରତ୍ୟକ୍ଷଦର୍ଶୀଙ୍କଠୁ ଆରମ୍ଭ କରି ସାଧାରଣଜନତା ଓ ସମର୍ଥକ ।

Advertisment
Naba Das Firing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ