Advertisment

Vigilance Raid: ସରକାରୀ ବାବୁଙ୍କ ଘରୁ ବାହାରୁଛି ବିଡ଼ାବିଡ଼ା ଟଙ୍କା

ଏକକାଳୀନ ୯ଟି ସ୍ଥାନରେ ଅଧିକାରୀମାନେ ଚଢ଼ାଉ କରୁଥିବାବେଳେ ଏବେ ସୁଦ୍ଧା ବାହାରିଛି ବଣ୍ଡଲ ବଣ୍ଡଲ ୫ଶହ ଟଙ୍କିଆ ନୋଟ୍‌ ଏବଂ ପୁଳାପୁଳା ସୁନା ।

Advertisment

ବାବୁଙ୍କ ଘରେ ପୁଳାପୁଳା ସୁନା । ବିଛେଇ ହୋଇଛି ବଣ୍ଡଲ ବଣ୍ଡଲ ୫ ଶହ ଟଙ୍କିଆ ନୋଟ୍‌ । ଯନ୍ତ୍ରୀଙ୍କୁ ଘାରିଥିଲା ସଂପତ୍ତି ନିଶା । ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ସହକାରୀ ନିର୍ବାହୀ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ ପଡିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରୁଛି ଭିଜିଲାନ୍ସ ଟିମ୍‌ । ସରକାରୀ ବାସଭବନ ସହ ପୈତୃକ ଘରେ ମଧ୍ୟ ଚାଲିଛି ଚଢ଼ାଉ । ଏକକାଳୀନ ୯ଟି ସ୍ଥାନରେ ଅଧିକାରୀମାନେ ଚଢ଼ାଉ କରୁଥିବାବେଳେ ଏବେ ସୁଦ୍ଧା ବାହାରିଛି ବଣ୍ଡଲ ବଣ୍ଡଲ ୫ଶହ ଟଙ୍କିଆ ନୋଟ୍‌ ଏବଂ ପୁଳାପୁଳା ସୁନା ।

Advertisment
Odisha News Vigilance Raid Angul
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ