ଓଡ଼ିଶାରେ ତାଲିବାନୀ ବର୍ବରତା। ବାପ ପୁଅଙ୍କୁ ଗୋଟିଏ ଘରେ ପୂରେଇ ନିସ୍ତୁକ ପିଟିଲେ। ଖାଲି ସେତିକି ନୁହେଁ, ପୁଅକୁ ନିର୍ଦ୍ଦେଶ ଦେଲେ ବାପକୁ ପିଟି। ସମସ୍ତେ ମିଶି ସିଗାରେଟ୍ ଖାଇଲେ ଆଉ ନିଜ ନିଜ ମୋବାଇଲରେ ମାଡ଼ ବେଳର ଭିଡିଓ ସୁଟିଂ କଲେ। ଏଥିରେ କିଛି ରାଜନୀତିଆ ଲୋକ ମଧ୍ୟ ଅଛନ୍ତି। ଏହି ଭିଡିଓ ଭାଇରାଲ୍ ହେବାପରେ ଏବେ ଜିଲ୍ଲା ଏସପି କହିଛନ୍ତି, ଘଟଣାର ତଦନ୍ତ ହେବ। ତେବେ ଭିଡିଓରେ ଥିବା କୌଣସି ବ୍ୟକ୍ତିଙ୍କର ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)