Special Story: Newlywed Woman Did Life End Just 35 Days
Advertisment
ଏମିତି ଦୁଃଖ କାହା ଜୀବନରେ ନଆସୁ, ଏମିତି କଷ୍ଟ ଭଗବାନ କାହାକୁ ବି ନଦିଅନ୍ତୁ । ମାର୍ଚ୍ଚ ୨୬ ତାରିଖରେ ବିବାହ କରିଥିଲେ ପ୍ରତିମା । ହେଲେ ଏବେ ସେ ଯୌତୁକ ଜୁଇରେ ଜଳି ସାରିଥିବା ବାପ ଘରଲୋକେ ଅଭିଯୋଗ କରିଛନ୍ତି । ବାହାଘରକୁ ୩୫ ଦିନ ବିତିନଥିଲା । ମାର୍ଚ୍ଚରେ ବହାହୋଇ ମେ’ରେ ସବୁଦିନ ପାଇ ଶୋଇଗଲା ଏ ଝିଅଟା ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us