Advertisment

କେମିତି ବ୍ୟବହାର ହେଉଛି ଜାଲ ସିମ୍ କାର୍ଡ ? କେମିତି ହୁଏ ଠକେଇ ? କେମିତି ହୁଏ ସାଇବର ଫ୍ରଡ୍ ?

ବାୟର ସେଲର ଅଫ୍ ଓଟିପି ଗ୍ରୁପ୍ ସହ ସମ୍ପର୍କରେ ଥାଆନ୍ତି ପ୍ରିଆକ୍ଟିଭେଟେଡ୍ ସିମ୍ ଯୋଗାଉଥିବା ଦୋକାନୀ।

Advertisment

କେମିତି ବ୍ୟବହାର ହେଉଛି ଜାଲ ସିମ୍ କାର୍ଡ? କେମିତି ହୁଏ ଠକେଇ? କେମିତି ହୁଏ ସାଇବର ଫ୍ରଡ୍? ବାୟର ସେଲର ଅଫ୍ ଓଟିପି ଗ୍ରୁପ୍ ସହ ସମ୍ପର୍କରେ ଥାଆନ୍ତି ପ୍ରିଆକ୍ଟିଭେଟେଡ୍ ସିମ୍ ଯୋଗାଉଥିବା ଦୋକାନୀ। ଏହି ଗ୍ରୁପର କାମ ହେଲା ଦୋକାନୀଠାରୁ ପ୍ରିଆକ୍ଟିଭେଟେଡ୍ ମୋବାଇଲ୍ ନମ୍ବର ସଂଗ୍ରହ କରିବେ ଏବଂ ସେହି ନମ୍ବର ବ୍ୟବହାର କରି ମୋବିକ୍ୱିକ୍, ଫ୍ଲିପକାର୍ଟ, ଫୋନ୍ ପେ, ପେଟିଏମ୍, ଆମାଜନ୍ ଭଳି ବିଭିନ୍ନ ଅନଲାଇନ୍ ସପିଂ ଆପ୍ ସାଇଟ୍‌ରେ ଆକାଉଣ୍ଟ ଖୋଲିବେ। 

Advertisment
Cyber Fraud Crime
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ